କୋକ୍ରୋଚ୍ ଜନତା ପାର୍ଟିର ସହ-ଆବାହକ ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କ ମୁକ୍ତି ନେଇ ଆଶା; ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲା CJP I
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୮ ଅକ୍ଟୋବର (ସିଧା ସମ୍ବାଦ କଳିଙ୍ଗ): କୋକ୍ରୋଚ୍ ଜନତା ପାର୍ଟିର (CJP) ସହ-ଆବାହକ ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କ ପାଞ୍ଚ ଦିନିଆନ୍ୟାୟିକ ହାଜତ ଶନିବାର ଦିନ ଶେଷ ହୋଇଥିବା ବେଳେ ଦିଲ୍ଲୀ ପୋଲିସ ପକ୍ଷରୁ କୌଣସି ବର୍ଦ୍ଧିତ ଆବେଦନ କରାଯାଇ ନଥିବାରୁ ସେମାନେ ମୁକ୍ତ ହେବା ସମ୍ଭାବନା ରହିଛି। CJP ର ଆଇନଗତ ବ୍ୟାପାର ମୁଖ୍ୟ ରତ୍ନ ସିଂହଙ୍କ କହିବା ଅନୁଯାୟୀ, ଆବଶ୍ୟକୀୟ ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ



















